Hot Posts

6/recent/ticker-posts

ଭୁବନେଶ୍ୱରରେ ଦୃଦୟ ବିଦାରକ ଘଟଣା: ନବଜାତ ପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇଲା

 


ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି, ଯେଉଁଥିରେ ଏକ କୁକୁର ନବଜାତ ପୁତ୍ରର ମୃତଦେହକୁ ଝୁଣି ଖାଇଥିବା ପାଇଁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ସହ, ସେମାନେ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଥ୍ୟ ଆହରଣ କରାଯାଇଛି।

ଏହି ଦୃଦୟ ବିଦାରକ ଘଟଣା ଦେଖି ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆକ୍ରୋଶ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ପୋଲିସ ପରବର୍ତ୍ତୀ ତଦନ୍ତ ଆରମ୍ଭ କରିଛନ୍ତି।