Hot Posts

ମହାଶିବରାତ୍ରି: ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମହାଦୀପ

 ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ମହାଶିବରାତ୍ରିରେ ରାତି ୧୦ଟାରେ ମହାଦୀପ ପ୍ରଜ୍ୱଳିତ ହେବ। ଆୟୋଜନ ସୁଚାରୁ ଭାବେ ପ୍ରଚାଳନ ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ବୈଠକ ଅନୁଷ୍ଠାନ କରିଛି।

ପ୍ରସ୍ତୁତି ଅନୁଯାୟୀ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦୦ ରୁ ଅଧିକ ଅଧିକାରୀ ନିୟୋଜିତ ହେବେ। ଟ୍ରାଫିକ ସୁନିୟନ୍ତ୍ରିତ ରଖିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ। ଏହି ପବିତ୍ର ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବେ।