Hot Posts

6/recent/ticker-posts

ଦିଲ୍ଲୀରେ ଭାଜପା ଶାସନ ଆରମ୍ଭ, ରାହୁଲ ଙ୍କ ହନୁମାନ ମନ୍ଦିରରେ ଗମନ

 

ଦିଲ୍ଲୀରେ ଭାଜପା ଶାସନ ଆରମ୍ଭ ହୋଇଥିବା ସମୟରେ, ରାହୁଲ ଗାନ୍ଧୀ ରାୟବରେଲି ଗସ୍ତରେ ରହିଥିଲେ। ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ଏବଂ NDAର ଶୀର୍ଷ ନେତାମାନେ ଉପସ୍ଥିତ ଥିଲେ।ଏ ହି ସମୟରେ, ରାହୁଲ ଗାନ୍ଧୀ ଚୁରୁଭା ହନୁମାନ ମନ୍ଦିରରେ ପୂଜା କରିଥିଲେ। ସେ ମନ୍ଦିର ପୂଜାରୀଙ୍କ ଠାରୁ ଆଶୀର୍ବାଦ ନେଲେ ଏବଂ ମାଲ୍ୟାର୍ପଣ କଲେ। ପରେ, ସେ ବାଛରାଓଁରେ କଂଗ୍ରେସ କର୍ମୀମାନଙ୍କ ସମାବେଶକୁ ସମ୍ବୋଧନ କରି ଭାଜପାକୁ ଆକ୍ରମଣ କଲେ। ସେ ମୁଦ୍ରାସ୍ଫୀତି ଏବଂ ପୁଞ୍ଜିପତିମାନଙ୍କ ପ୍ରତି ସରକାରଙ୍କ ନୀତି ବିରୋଧରେ ମତ ପ୍ରକାଶ କଲେ।ଏହି ଅନନ୍ୟ ସମଯୋଗ ସମାଜିକ ମାଧ୍ୟମରେ ଚର୍ଚ୍ଚାରେ ରହିଛି।