Hot Posts

6/recent/ticker-posts

ଏୟାର ଇଣ୍ଡିଆ ବିମାନରେ ଭଙ୍ଗା ସିଟ୍, ଅସନ୍ତୋଷ ପ୍ରକାଶ କଲେ ଶିବରାଜ

 


କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏୟାର ଇଣ୍ଡିଆ ବିମାନ AI436 ରେ ଭୋପାଳରୁ ଦିଲ୍ଲୀ ଯିବାବେଳେ ଭଙ୍ଗା ସିଟ୍ ରେ ବସିବାକୁ ପଡିଥିଲା। ସେ ତାଙ୍କ 8C ନମ୍ବର ସିଟ୍ ଭଙ୍ଗା ଓ ଅସୁବିଧାଜନକ ଥିବା କୁହି ଏୟାର ଇଣ୍ଡିଆ ସେବା ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି।ଶିବରାଜ କହିଛନ୍ତି ଯେ, ଏପରି ଅନେକ ସିଟ୍ ଅବସ୍ଥା ଖରାପ ଅଛି ଏବଂ ଏପରି ସିଟ୍ ଟିକେଟ ବିକ୍ରି ହେବା ଉଚିତ ନୁହେଁ। ସେ ଏୟାର ଇଣ୍ଡିଆର ପରିଚାଳନା ଉନ୍ନତି ହେବାକୁ ଥିଲା ବୋଲି ଭାବିଥିଲେ, କିନ୍ତୁ ଏହି ଅନୁଭବ ପରେ ସେ ନିରାଶ ହୋଇଛନ୍ତି।