Hot Posts

6/recent/ticker-posts

ବଜେଟ୍‌ ଉପରେ ନବୀନ ପଟ୍ଟନାୟକଙ୍କ କଟାକ୍ଷ: "ବସ୍ତାନୀ ଭାରି, ପାଠ ଘର ଶୂନ"

 


ରାଜ୍ୟ ବଜେଟ୍‌ 2025 ଉପରେ ବିଜେଡି ନେତା ଓ ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ପଞ୍ଚମ ଦିନେ ମୁଖ ଖୋଲିଛନ୍ତି। ସେ ମୁଖ୍ୟମନ୍ତ୍ରୀ Mohan Majhi ଙ୍କୁ କଟାକ୍ଷ କରି କହିଛନ୍ତି, "ବସ୍ତାନୀ ଭାରି, ପାଠ ଘର ଶୂନ"। ସେ ଏହି ବଜେଟ୍‌କୁ ଡବଲ ଇଞ୍ଜିନ ସରକାରର ଅସଫଳତାର ପ୍ରମାଣ ବୋଲି ବର୍ଣ୍ଣନା କରି ଅଭିବୃଦ୍ଧି ହାର ୧୦%ରୁ ୮%କୁ ହ୍ରାସ ପାଇବାକୁ ଦାୟୀ କରିଛନ୍ତି। "ପରିବର୍ତ୍ତନ ଓଡ଼ିଶାରେ କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ ହେଉଛି" ବୋଲି ସେ ଦାବି କରିଛନ୍ତି।