Hot Posts

6/recent/ticker-posts

ଏଲ୍‌ଆଇସି ଲଞ୍ଚ୍ କଲା "ସ୍ମାର୍ଟ ପେନ୍‌ସନ୍" ପ୍ଲାନ୍, ଅବସର ପରେ ନିର୍ଭରଶୀଳତା ହେବ ସହଜ

 ଭାରତୀୟ ଜୀବନ ବୀମା ନିଗମ (LIC) "ସ୍ମାର୍ଟ ପେନ୍‌ସନ୍" ପ୍ଲାନ୍ ଆରମ୍ଭ କରିଛି। ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ଲାନ୍‌କୁ ଉନ୍ମୋଚନ କରାଯାଇଛି। ଏହା ଏକ ସିଙ୍ଗଲ ପ୍ରିମିୟମ୍ ସହ ଇମିଡିଏଟ୍ ଆନୁଇଟି (ତତ୍କ୍ଷଣିକ ଆୟ) ଯୋଜନା, ଯେଉଁଥିରେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ବିକଳ୍ପ ଦିଆଯାଇଛି।ଏହି ଯୋଜନାରେ ମିନିମମ୍ ବୟସ ୧୮ ବର୍ଷ ଏବଂ ମାକ୍ସିମମ୍ ବୟସ ୧୦୦ ବର୍ଷ ପର୍ଯ୍ୟନ୍ତ ରହିଛି। ଏଲ୍‌ଆଇସି ଅନୁସାରେ, ଏହି ପ୍ଲାନ୍ ଗ୍ରାହକଙ୍କ ଅବସର ପରବର୍ତ୍ତୀ ଜୀବନକୁ ଆର୍ଥିକ ଭାବରେ ସୁନିଶ୍ଚିତ କରିବ। ଅଧିକ ସୂଚନା ପାଇଁ LIC ଓଫିସ୍‌ କିମ୍ବା ଓଫିଶିଆଲ୍ ୱେବସାଇଟ୍‌ ଦେଖନ୍ତୁ।