Hot Posts

6/recent/ticker-posts

ମୋବାଇଲ ରିଚାର୍ଜ ମହଙ୍ଗା, BSNL ନେଇଲା ଅଦ୍ଭୁତ ଅଫର୍‌!

 ମହଙ୍ଗା ରିଚାର୍ଜ ପ୍ଲାନ ସମସ୍ତଙ୍କ ପାଇଁ ବୋଝ ବଢ଼ାଇଛି, କିନ୍ତୁ BSNL ଏକ ଶସ୍ତା ଏବଂ ଦୀର୍ଘ ବୈଧତା ଥିବା ଅଫର୍‌ ନେଇ ଆସିଛି। ଏହି ପ୍ଲାନ 395 ଦିନ (୧୩ ମାସ) ବୈଧ ରହିବ ଏବଂ ଦୈନିକ 2GB ଡାଟା, 100 SMS ଏବଂ ଅନଲିମିଟେଡ୍ କଲିଂ ପ୍ରଦାନ କରିବ।ଏହି ଯୋଜନା ଜିଓ ଏବଂ ଏୟାରଟେଲ ତୁଳନାରେ ବହୁତ ସସ୍ତା। ଯେଉଁଠି ଜିଓ ଏବଂ ଏୟାରଟେଲ ୩,୫୯୯-୩,୯୯୯ ଟଙ୍କାରେ ବାର୍ଷିକ ପ୍ଲାନ ଦେଉଛି, ସେଠି BSNL ଦୈନିକ କେବଳ 6 ଟଙ୍କାରେ ଏହି ସୁବିଧା ପ୍ରଦାନ କରୁଛି।ମହଙ୍ଗା ରିଚାର୍ଜ ମଧ୍ୟରେ BSNLର ଏହି ଅଫର୍ ଉପଭୋକ୍ତାଙ୍କ ପାଇଁ ବଡ଼ ସୁଯୋଗ।