Hot Posts

6/recent/ticker-posts

ଅବୈଧ ଆପ୍ରବାସୀଙ୍କ ପାଇଁ ଟ୍ରମ୍ପ୍‌ ଙ୍କ ଚେତାବନୀ – ଦେଶ ନ ଛାଡ଼ିଲେ ଦୈନିକ $998 ଜରିମାନା //Trump Plans Daily $998 Fine for Undocumented Immigrants Ignoring Deportation Orders

ଓଶିଂଟନ, ୯/୪ : – ଅମେରିକାରେ ଅବୈଧ ଭାବେ ବସିବାକୁ ଚେଷ୍ଟା କରୁଥିବା ଆପ୍ରବାସୀମାନେ ଏବେ ଟ୍ରମ୍ପ୍‌ ପ୍ରଶାସନଙ୍କ ନୂଆ ଚାପରେ। ପୂର୍ବରୁ ଯେଉଁମାନେ ବହିଷ୍କାର ନିର୍ଦ୍ଦେଶ ପାଇଛନ୍ତି ଓ ଦେଶ ଛାଡ଼ି ଯାଇନାହାନ୍ତି, ସେମାନଙ୍କୁ ଦୈନିକ $998 ଜରିମାନା ଦେବା ଯୋଜନା ଗଠିତ ହେଉଛି। ଏହି ଚରମ ପଦକ୍ଷେପ ପଛରେ ଅଛି ୧୯୯୬ ର ଇମିଗ୍ରେସନ୍ ଆଇନ, ଯାହାକୁ ଟ୍ରମ୍ପ୍‌ ୨୦୧୮ରେ ରିଆକ୍ଟିଭେଟ୍ କରିଥିଲେ, ଏବେ ପୁଣି ଲାଗୁ କରିବା ପ୍ରସ୍ତାବ ରହିଛି।

ଏହି ନିତି ଅନୁଯାୟୀ, ଯଦି ଜରିମାନା ଦେବାରେ ବିଫଳ ହୁଅନ୍ତି, ତେବେ ଅବୈଧ ଆପ୍ରବାସୀଙ୍କ ସମ୍ପତ୍ତି ଜବତ ହେବ। ଅଧିକାରୀମାନେ କହିଛନ୍ତି, ଏହା ଦ୍ୱାରା ଲକ୍ଷ୍ୟ ହେଉଛି ପ୍ରତିଦିନ ମିଳି $1 ନିୟୁତ ଅଧିକ ଜରିମାନା ଆଦାୟ କରିବା।

ହୋମ୍‌ଲ୍ୟାଣ୍ଡ ସୁରକ୍ଷା ବିଭାଗର ପ୍ରବକ୍ତା ଟ୍ରିସିଆ ମାକ୍ଲୁଘଲିନ୍‌ ସୂଚନା ଦେଇଛନ୍ତି: "ଯେଉଁମାନେ ଅବୈଧ ଭାବେ ଅମେରିକାରେ ରହୁଛନ୍ତି, ସେମାନେ ଏବେ ସ୍ୱେଚ୍ଛାରେ ଦେଶ ଛାଡ଼ନ୍ତୁ। ନଚେତ ପରିଣାମ ଭୋଗିବାକୁ ପଡ଼ିବ।"

ପ୍ରସ୍ତାବିତ ଅନୁଯାୟୀ ଏହି ଜରିମାନା ବ୍ୟବସ୍ଥା ପାଇଁ ଏକ ନୂଆ "Penalty Tab" ସିଷ୍ଟମ୍ ମଧ୍ୟ ଲଞ୍ଚ ହେବାକୁ ଯାଉଛି।

ସର୍ବମୋଟ, ଟ୍ରମ୍ପ୍‌ଙ୍କ ନୂଆ ଆଇନ ଦ୍ୱାରା ଅବୈଧ ଆପ୍ରବାସୀ ନିୟନ୍ତ୍ରଣ ପାଇଁ ଏକ ଅନ୍ୟ ଅନୁପ୍ରୟାସ ଦେଖାଯାଉଛି, ଯାହା ଆସନ୍ତା ନିର୍ବାଚନ ପୂର୍ବରୁ ରାଜନୈତିକ ଭିତିକୁ ତିବ୍ର କରିପାରେ।

– In a tough move to tighten illegal immigration control, the Trump administration is planning to impose a daily $998 fine on undocumented immigrants who defy deportation orders and continue to stay in the U.S.

This proposed policy is based on the 1996 Immigration Law, reactivated by Trump in 2018 and now set to be enforced again. According to officials, the U.S. government aims to collect over $1 million in fines per day, targeting those who refuse to leave the country voluntarily.

A senior Homeland Security spokesperson, Tricia McLoughlin, said: “Undocumented immigrants must leave the U.S. on their own. Otherwise, they’ll face financial and legal consequences.”

If individuals fail to pay the fines, their assets may be seized. A new “Penalty Tab” system is also expected to launch to manage and track these fines digitally.

This revived Trump immigration policy is likely to stir political debates ahead of the upcoming elections, reflecting the administration’s strict stance on border control and undocumented residents.