Hot Posts

6/recent/ticker-posts

ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବିଦ୍ୟୁତ୍ କାଟ୍ ହେବ ନାହିଁ ! ଉପମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନ

ଓଡ଼ିଶାରେ ଜଳନ୍ତା ଗ୍ରୀଷ୍ମ ପ୍ରବାହ ଜାରି! ଏଥିରେ ଜନତା ପାଇଁ ଆଶ୍ୱାସନ ନେଇ ଆସିଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ। ସେ କହିଛନ୍ତି– ଗ୍ରୀଷ୍ମରେ ବିଦ୍ୟୁତ୍ କାଟ୍ ହେବ ନାହିଁ, ବକେୟା ବିଲ ଥିଲେ ବି ନୁହେଁ! ଏହି ସମୟ ର ଗରମରେ ଘରେ ବିଦ୍ୟୁତ୍ ସୁବିଧା ଧାରାବାହିକ ରହିବାକୁ ନିଶ୍ଚିତ କରିଛି। କାଳବୈଶାଖୀ ରେ ବ୍ୟାହତ ବିଦ୍ୟୁତ୍ ସେବା ବି ଶୀଘ୍ର ସୁଧାର କରାଯିବ।