Hot Posts

6/recent/ticker-posts

ଆକ୍ରମଣ ପଛରେ କେନ୍ଦ୍ରସରକାର ର ହାତ କହି ଗିରଫ ହେଲେ MLA

ଗୁଆହାଟି, ୨୫/୪ :  MLA ସାଜିଛନ୍ତି ବିପ୍ଲବୀ, ଆସାମର ବିଧାୟକ ଅମିନୁଲ ଇସ୍ଲାମ ପୁଲୱାମା ଓ ପହଲଗାମ ଆକ୍ରମଣ ଉପରେ ବିବାଦିତ ମନ୍ତବ୍ୟ ଦେଇଛନ୍ତି "ପୁଲୱାମା ଓ ପହଲଗାମ ଆକ୍ରମଣ ସରକାରଙ୍କ ଷଡ଼ଯନ୍ତ୍ର!" ଏହି ମନ୍ତବ୍ୟ ଭିଡିଓ ଭାଇରାଲ ହେଉଥିବା ବେଳେ, ଆସାମ ପୋଲିସ ଆକ୍ସନ ମୋଡ୍‌ରେ ଆସିଛି – ମାମଲା ରୁଜୁ କରି MLA ଙ୍କୁ ଗିରଫ କରିଥିବା ସୂଚନା ମିଳିଛି, ଦେଶର ସୁରକ୍ଷା ଉପରେ ଏଭଳି ମନ୍ତବ୍ୟ ନେଇ ରାଜନୈତିକ ମହଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି